ଛାଞ୍ଚୁଣି Chhān̄chuṇi

  • ଦେ. ବି. (ସଂ. ସମ୍ମାର୍ଜନୀ) — କୋମଳ ସମ୍ମାର୍ଜନୀ ବା ଝାଡ଼ୁ — A soft mop or broom
  • ଦେ. ବି. (ସଂ. ସମ୍ମାର୍ଜନୀ) — ସେ ରୂପେ ଛାଞ୍ଚୁଣି ପହରା କୁଲା ଯେତେ। କୃଷ୍ଣସିଂହ, ମହାଭାରତ, ସଭା।