ଛାଞ୍ଚୁଣି ମାରିବା

  • ଦେ. କ୍ରି — ସମ୍ମାର୍ଜନୀଦ୍ୱାରା ଥରେ ଓଳାଇ ଆଣିବା 2 । ଛାଞ୍ଚୁଣିର ମୁଠାଦ୍ୱାରା କୌଣସି ବ୍ଯକ୍ତିକୁ ପ୍ରହାର କରିବା। — ସମ୍ମାର୍ଜନୀଦ୍ୱାରା ଥରେ ଓଳାଇ ଆଣିବା2 ଛାଞ୍ଚୁଣିର ମୁଠାଦ୍ୱାରା କୌଣସି ବ୍ଯକ୍ତିକୁ ପ୍ରହାର କରିବା