ଛାଚିପାନ Chhāchipāna

  • ଦେ. ବି — ଏକ ପ୍ରକାର ସୁଗନ୍ଧ ପାନ; ସାଚିପାନ — A kind of sweet scented betel leaf
  • ଦେ. ବି — ଉତ୍କୃଷ୍ଟ ପାନ, ଯେଉଁ ପୁରୁଣା ପାନ ପାଚି କରି ଶ୍ୱେତାଭ ହୋଇ ଥାଏ — Matured betel-leaf which has become bleached