ଛାଙ୍କୁଣୀ Chhāṅkuṇī

  • ଦେ. ବି. ସ୍ତ୍ରୀ (ସଂ. ଚାଳନୀ) — ଚାଲୁଣୀ — A strainer; a sieve
  • ଦେ. ବି. ସ୍ତ୍ରୀ (ସଂ. ଚାଳନୀ) — ଛାଙ୍କି ସୂକ୍ଷ୍ମ ବିଚାରକୁ ନ୍ଯାୟ ଛାଙ୍କୁଣୀରେ— ଚିନ୍ତାମଣି, ବିକ୍ରମାଦିତ୍ୟ।