ଛାଙ୍କିବା Chhāṅkibā
- ଦେ. କ୍ରି. (ସଂ. ଚାଳ ଧାତୁ) — ପରିବା ଆଦିକୁ ପ୍ରଚୁର ଘିଅରେ ଭାଜିବା — To fry vegerables in boiling ghee
- ଦେ. କ୍ରି. (ସଂ. ଚାଳ ଧାତୁ) — ବସ୍ତ୍ରାଦିର ଛିଦ୍ରଚୟଦ୍ୱାରା ତରଳ ପଦାର୍ଥକୁ ଛାଣିବା — To strain a liquid through a porous substance; to filter
- ଦେ. କ୍ରି. (ସଂ. ଚାଳ ଧାତୁ) — ଚାଲୁଣୀରେ ଚଲାଇବା — To sift or refine through a sieve
- ଦେ. କ୍ରି. (ସଂ. ଚାଳ ଧାତୁ) — ଛାଙ୍କ ସୂକ୍ଷ୍ମ ବିଚାରକୁ ନ୍ଯାୟ ଛାଙ୍କୁଣୀରେ—ଚିନ୍ତାମଣି, ବିକ୍ରମାଦିତ୍ୟ।