ଛାଗଳ (ଇତ୍ୟାଦି) Chhāgaḻa (etc)

  • ସଂ. ବି. ଫୁ (ଛାଗ+ସ୍ୱାର୍ଥେ. ଳ) — ଛାଗ ଇତ୍ୟାଦି (ଦେଖ) — Chhāga etc (See)
  • ସଂ. ବି. ଫୁ (ଛାଗ+ସ୍ୱାର୍ଥେ. ଳ) — କୁଆମଇତା (ହରେକୃଷ୍ଣ, ଦ୍ରବ୍ଯଗୁଣ) (ଦେଖ) — Kuāmaitā (See)
  • ସଂ. ବି. ଫୁ (ଛାଗ+ସ୍ୱାର୍ଥେ. ଳ) — ଛେଳି ଚମଡ଼ାରେ ନିର୍ମିତ ତନ୍ତୁ (ହି. ଶବ୍ଦସାଗର) — Any thing made of goatskin