ଛାଗବାହନ Chhāga-bāhana

  • ସଂ. ବି. (ବହୁବ୍ରୀହି; ଛାଗ+ବାହନ; ଅଗ୍ନିଙ୍କର ବାହନ ଛାଗ ଥିବାରୁ) — ଅଗ୍ନି; ଅଗ୍ନିଦେବ — The God of Fire