ଛାଇହେବା Chhāi-hebā

  • ଦେ. କ୍ରି — ଛାଇଯିବା (ଦେଖ) — Chhāi-j̄ibā (See)
  • ଦେ. କ୍ରି — ଆଚ୍ଛାଦିତ ହେବା — To be covered
  • ଦେ. କ୍ରି — କଳେବର ରେଣୁରେ ହୋଇଛି ଛାଇ। ଦୀନକୃଷ୍ଣ, ରସକଲ୍ଲୋଳ।