ଛାଇରହିବା Chhāirahibā

  • ଦେ. କ୍ରି — କେତେ ସମୟ ପର୍ଯ୍ୟନ୍ତ ଆଚ୍ଛନ୍ନ କରିବା — To cover for long time
  • ଦେ. କ୍ରି — ଛାଇରହିଛି ଯିବ ଅପସରି ପୁଣି ବିକାଶିବ ନବ ଭାତିରେ। ଭିକାରୀ, ଗୀତଲହରୀ।