ଛାଇନିଦ Chhāi-nida
- ଦେ. ବି.—(ସଂ. ଈଷତ୍+ନିନ୍ଦ୍ରା) — ସଚେତ ନିଦ୍ରା; ସାମାନ୍ୟ ନିଦ୍ରା; ତନ୍ଦ୍ରା; ନିଦ୍ରାର ପ୍ରଥମ ଆକର୍ଷଣରେ ଚେତନା— ଚେତନ ଅବସ୍ଥା — Slight sleep; nap
- ଦେ. ବି.—(ସଂ. ଈଷତ୍+ନିନ୍ଦ୍ରା) — ତାଙ୍କୁ ଟିକିଏ ଛାଇନିଦ ଲାଗିଲେ ଦେଖନ୍ତି, ଆକାଶରେ ଏକ ଭୟଙ୍କରୀ ମୂର୍ତ୍ତି। ଫକୀରମୋହନ, ଛମାଣ ଆଠଗୁଣ୍ଠ।