ଛାଇନିଦ୍ରା Chhāi-nidrā

  • ଦେ. ବି — ଛାଇନିଦ (ଦେଖ) — Chhāi-nida (See)
  • ଦେ. ବି — ଘୋର ବରଷାରେ ସେ ଛାଇନିଦ୍ରାରେ ମୋ ପ୍ରାଣ-ଜନନୀ ଯେବେ ପିଠି ଆଉଁସିଣ ଗୀତ ଗାଇଥଲେ ମନେ ପଡ଼େ ତାହା ଏବେ। ନନ୍ଦକିଶୋର, ନିର୍ଝରିଣୀ।