ଛାଇତଳିଆ Chhāi-taḻiā

  • ଦେ. ବି. — ଯେ ସର୍ବଦା ଛାଇ ତଳେ ଥାଏ, ଅର୍ଥାତ୍ ଯାହାଠାରେ ଖରା ଲାଗେ ନାହିଁ — Living in the shade
  • ଦେ. ବି. — (ଯଥା—ଛାଇତଳିଆ ବେଉଷା, ଛାଇତଳିଆ ବଡ଼ଲୋକ।)
  • ଦେ. ବି. — ଛାୟାଯୁକ୍ତ; ଛାୟାମୟ — Shady; shadowy