ଛାଇ ନ ମାଡ଼ିବା Chhāi na māṟḍ̠ibā

  • ଦେ. ବି. (ଲକ୍ଷଣାର୍ଥ) — (କୌଣସି ବ୍ଯକ୍ତିର) ସଙ୍ଗେ ଲେଶ ମାତ୍ର ସମ୍ପର୍କ ନ ରଖିବା; କୌଣସି ବ୍ଯକ୍ତିର ଦେହସ୍ପର୍ଶ ତ ଦୂରର କଥା, ଉକ୍ତ ବ୍ଯକ୍ତିର ଦେହଛାୟାକୁ ସୁଦ୍ଧା ସ୍ପର୍ଶ ନ କରିବା — (figurative) Not having even a little connection (with a person)
  • ଦେ. ବି. (ଲକ୍ଷଣାର୍ଥ) — ବିପକ୍ଷ ବା ଅହିତକାରୀ ଯେ ତାଙ୍କର ନ ମାଡ଼ିବ ତାଙ୍କ ଛାଇଟି ନରବର। କୃଷ୍ଣସିଂହ, ମହାଭାରତ, ବନ।