ଛଳେ Chhaḻe

  • କ୍ରି. ବିଣ — ପ୍ରତିହିଂସା ନେବା ପାଇଁ — In order to take revenge
  • କ୍ରି. ବିଣ — ଏଠାରେ ସୁଗ୍ରୀବଙ୍କ ସଙ୍ଗେ ହେଲି ମିତ ତାଙ୍କ ଛଳେ କଲି ବାଳିକି କାଣ୍ଡେ ହତ—କୃଷ୍ଣସିଂହ, ମହାଭାରତ, ବନ।