ଛଳ ବଳ କୌଶଳ Chhaḻa baḻa ka̲u̲ṡaḻa
- ଦେ. ବି. — କାର୍ଯ୍ୟସିଦ୍ଧି ନିମନ୍ତେ ଅନ୍ୟପ୍ରତି ପ୍ରଯୁଜ୍ୟ ସକଳ ପ୍ରକାର ଉପାୟ କପଟତା, ଶାରୀରିକ ବଳ ଓ ଫନ୍ଦି — All available or conceivable means to be employed to gain one's object, viz. deceit, force and artifice
- ଦେ. ବି. — ଛଳେ ବଳେ କୌଶଳେ, ଶତ୍ରୁକୁ ସାଧିବ ହେଳେ— ଫକୀରମୋହନ, ଛମାଣ ଆଠଗୁଣ୍ଠ।