ଛଲ୍ଲି Chhalli

  • ସଂ. ବି. (ଛଦ=ଆବରଣ+ଲା ଧାତୁ=ଦାନ କରିବା+କର୍ତ୍ତୃ. ଇ; ଯାହା ବୃକ୍ଷର ଶରୀରକୁ ଆଚ୍ଛାଦନ କରେ) — ଛାଲ; ଛେଲି; ବଳ୍କଳ — Bark of a tree
  • ସଂ. ବି. (ଛଦ=ଆବରଣ+ଲା ଧାତୁ=ଦାନ କରିବା+କର୍ତ୍ତୃ. ଇ; ଯାହା ବୃକ୍ଷର ଶରୀରକୁ ଆଚ୍ଛାଦନ କରେ) — ଲତା — A creeper
  • ସଂ. ବି. (ଛଦ=ଆବରଣ+ଲା ଧାତୁ=ଦାନ କରିବା+କର୍ତ୍ତୃ. ଇ; ଯାହା ବୃକ୍ଷର ଶରୀରକୁ ଆଚ୍ଛାଦନ କରେ) — ସନ୍ତାନ — Offspring
  • ସଂ. ବି. (ଛଦ=ଆବରଣ+ଲା ଧାତୁ=ଦାନ କରିବା+କର୍ତ୍ତୃ. ଇ; ଯାହା ବୃକ୍ଷର ଶରୀରକୁ ଆଚ୍ଛାଦନ କରେ) — ବନ୍ୟ ପୁଷ୍ପବିଶେଷ (ଜ୍ଞାନେନ୍ଦ୍ର) — Name of a wild flower
  • ସଂ. ବି. (ଛଦ=ଆବରଣ+ଲା ଧାତୁ=ଦାନ କରିବା+କର୍ତ୍ତୃ. ଇ; ଯାହା ବୃକ୍ଷର ଶରୀରକୁ ଆଚ୍ଛାଦନ କରେ) — (ଛଳ+ଇ) ଶଠ ବ୍ଯକ୍ତି — A cheat