ଛବିଶାଶହେ Chhabiṡā-ṡahe

  • ଦେ. ବି ଓ ବିଣ. (ସଂ. ଷଡ଼ବିଂଶତ୍ୟୋତ୍ତରଶତ) — 126 ; ଏକ ଶତ ଛବିଶ — 126; ଏକ ଶତ ଛବିଶ— One hundred and twenty-six
  • ଦେ. ବି ଓ ବିଣ. (ସଂ. ଷଡ଼ବିଂଶତ୍ୟୋତ୍ତରଶତ) — [ଦ୍ର—ଛବିଶା ଦୁଇଶ=ଦୁଇଶ ଛବିଶ।]