ଛପାମୁଦି Chhapāmudi

  • ଦେ. ବି. (ସଂ. ଚପନ+ ମୁଦ୍ରିକା) — ନାମାଙ୍କିତ ମୁଦ୍ରିକା; ଯେଉଁ ମୁଦି ଉପରେ ମାଲିକର ନାମ ଲେଖା ହୋଇଥାଏ — Sealed ring; signet ring
  • ଦେ. ବି. (ସଂ. ଚପନ+ ମୁଦ୍ରିକା) — ଯେଉଁ ମୁଦିରେ ପଥର ବସା ନ ଯାଇ ଧାତୁଖଣ୍ଡ ବା ମୁଦ୍ରା ଥାଏ — A finger-ring having a metal plate or coin set on its top