ଛପା ରହିବା Chhapā rahibā

  • ଦେ. କ୍ରି — ଲୁଚି କରି ଅବସ୍ଥାନ କରିବା; ଗୁପ୍ତ ହୋଇ ରହିବା; ଲୋକମାନଙ୍କର ଅଜ୍ଞାତ ହୋଇ ରହିବା — To lie hid; to remain unknown; to lurk
  • ଦେ. କ୍ରି — ପାପ ଛପା ରହେ ନାହିଁ—ଫକୀରମୋହନ, ଛମାଣ ଆଠଗୁଣ୍ଠ।