ଛପା ମାରିବା

  • ଦେ. କ୍ରି — ଛପି କରି ବା ଲୁଚି କରି ରହିବା।
  • ଦେ. କ୍ରି — ମୋହର ମାରିବା।
  • ଦେ. କ୍ରି — ବହି ଆଦିରେ ଜଳଛବି ମାରିବା।