ଛପା କାଗଜ Chhapā kāgaja

  • ଦେ. ବି. — ଚପା କାଗଜ; ବ୍ଲଟିଙ୍ଗ୍; ଲେଖା କାଗଜରୁ କାଳି ଶୋଷିବା ନିମନ୍ତେ ବ୍ଯବହୃତ କାଗଜ — Blotting paper
  • ଦେ. ବି. — ମୁଦ୍ରିତ କାଗଜ — Printed paper
  • ଦେ. ବି. — ସମ୍ବାଦପତ୍ର — Newspaper; gazette