ଛପରବନ୍ଦି Chhapara-bandi

  • ଦେ. ବି. — ଗୃହର ଛାତକୁ ତୃଣାଦି ଦ୍ୱାରା ଆଚ୍ଛାଦନ — Thatching of a house
  • ଦେ. ବି. — ଘରଛୁଆଣି କରିବା ମୂଲିଆ — Thatcher; a person who thatches a house
  • ବିଣ — ଛୁଆଣି କରାଯାଇଥିବା (ଗୃହ) — Thatched. (house)