ଛନ୍ନମତି Chhannamati

  • ସଂ. ବିଣ (ବହୁବ୍ରୀହି; ଛନ୍ନ+ମତି) — ମତିଚ୍ଛନ୍ନ; ଲୁପ୍ତ— ବୁଦ୍ଧି; ଯାହାର ବୁଦ୍ଧି ଅବସନ୍ନ ହୋଇଅଛି; କିଂକର୍ତ୍ତବ୍ଯବିମୂଢ଼ — Dumbfounded; bewildered
  • ସଂ. ବିଣ (ବହୁବ୍ରୀହି; ଛନ୍ନ+ମତି) — ଛନକାରେ ତ୍ରସ୍ତ ହୋଇ ହେଲେ ଛନ୍ନମତି, ସର୍ବପ୍ରାଣୀ କି ଜଳେ, କି ସ୍ଥଳେ ବିହାୟସେ। ରାଧାନାଥ, ମହାଯାତ୍ରା।
  • ସଂ. ବିଣ (ବହୁବ୍ରୀହି; ଛନ୍ନ+ମତି) — ଜଡ଼; ମୂର୍ଖ (ହି. ଶବ୍ଦସାଗର) — Stupid; dunce