ଛନ୍ଦୋଭଙ୍ଗ Chhando-bhaṅga

  • ସଂ. ବି.—( 6 ଷ୍ଠୀ ତତ୍ ଛନ୍ଦଃ+ଭଙ୍ଗ) — ଯତିଭଙ୍ଗ ଦୋଷ; ମାତ୍ରା ବା ଅକ୍ଷରର ନ୍ୟୁନତା ବା ଆଧିକ୍ୟ ଦୋଷରୁ ଗୀତର ଅଶୁଦ୍ଧି — Breach of cadence or measure in poetry