ଛନ୍ଦିବା Chhandibā

  • ଦେ. କ୍ରି. (ସଂ. ଛନ୍ଦ=ବନ୍ଧନ) — ଦୁଇଟି ପଦାର୍ଥକୁ ସଂଯୁକ୍ତ କରିବା — To join together two things
  • ଦେ. କ୍ରି. (ସଂ. ଛନ୍ଦ=ବନ୍ଧନ) — କଉଁ ଦଇବ ମୋତେ ଛନ୍ଦି ଗଲା, କାହୁଁ ଆଣି ରେ କାହିଁ ବନ୍ଦୀ କଲା। ପ୍ରାଚୀ, ରହସ୍ୟମଞ୍ଜରୀ।
  • ଦେ. କ୍ରି. (ସଂ. ଛନ୍ଦ=ବନ୍ଧନ) — ଅନ୍ଯୋଽନ୍ୟ ସମ୍ବନ୍ଧ ଘଟାଇବା — To bring two persons or things together
  • ଦେ. କ୍ରି. (ସଂ. ଛନ୍ଦ=ବନ୍ଧନ) — ସତେ କି ଏ ଶୋଭା ସ୍ୱପ୍ନପ୍ରତିମାକୁ ହାୟ! ଛନ୍ଦିବେ ଗର୍ଦ୍ଦଉପଦେ ଆମ୍ଭ ନରବର। ଚିନ୍ତାମଣି, ବିକ୍ରମାଦିତ୍ୟ।
  • ଦେ. କ୍ରି. (ସଂ. ଛନ୍ଦ=ବନ୍ଧନ) — ଗଣ୍ଠି ପକାଇବା — To tie into a knot
  • ଦେ. କ୍ରି. (ସଂ. ଛନ୍ଦ=ବନ୍ଧନ) — ଗୁଡ଼ାଇ କରି ବାନ୍ଧିବା — To twine round
  • ଦେ. କ୍ରି. (ସଂ. ଛନ୍ଦ=ବନ୍ଧନ) — ରତିଶେଷେ ହଟି ଛନ୍ଦିଲେ ତୋ କଟି ଯାହା ପୀତ ଫେଟା ଫେରରେ। କବିସୂର୍ଯ୍ୟ, ରତ୍ନାକରଚମ୍ପୂ, ର ଗୀତ।
  • ଦେ. କ୍ରି. (ସଂ. ଛନ୍ଦ=ବନ୍ଧନ) — ବାନ୍ଧିବା — To tie; to bind
  • ଦେ. କ୍ରି. (ସଂ. ଛନ୍ଦ=ବନ୍ଧନ) — ଗାଈକି ତେବେ ଛନ୍ଦି ଦୁହନ୍ତି ଗଉଡ଼େ। କୃଷ୍ଣସିଂହ, ମହାଭାରତ, ଆଦି।
  • ଦେ. କ୍ରି. (ସଂ. ଛନ୍ଦ=ବନ୍ଧନ) — ପଦ୍ଯାଦି ରଚନା କରିବା — To compose (poems)
  • ଦେ. କ୍ରି. (ସଂ. ଛନ୍ଦ=ବନ୍ଧନ) — ବୀରବର ବାଷଠି ପଦରେ ଛାନ୍ଦ ଛନ୍ଦେ। ଭଞ୍ଜ, ବୈଦେହୀଶବିଳାସ।
  • ଦେ. କ୍ରି. (ସଂ. ଛନ୍ଦ=ବନ୍ଧନ) — (ଦୁଧ ଦୋହିଁବା ସମୟରେ ଗାଈଙ୍କର) ଗୋଡ଼କୁ ଛନ୍ଦ— ଦଉଡ଼ିଦ୍ୱାରା ବାନ୍ଧିବା — To tie the legs a cow with one another during milking