ଛନ୍ଦାବନ୍ଧା Chhandābandhā

  • ଦେ. ବି. — ବନ୍ଧାଛନ୍ଦା; ସମ୍ପତ୍ତି ବନ୍ଧକ ଦେବା — Pledge or mortgage or pawn of property
  • ଦେ. ବି. — ନିମନ୍ତ୍ରିତ ବ୍ଯକ୍ତି ନିମନ୍ତ୍ରଣକାରୀଙ୍କ ଘରେ ଭୋଜନ ନ କରି ନିଜ ଘରକୁ ଭୋଜ୍ୟ ବସ୍ତୁ ଆଣିବାକୁ ଜାଉଁଳିରେ ବାନ୍ଧିବା — 3. Tying of sweets etc in one's cloth for bringing them at the house of the inviter
  • ଦେ. ବିଣ. — ବନ୍ଧକ ଦିଆଯାଇଥିବା — Pledged; mortgaged; pawned