ଛନ୍ଦାନୁବର୍ତ୍ତନ Chhandānubarttana
- ସଂ. ବି. ( 6 ଷ୍ଠୀ ତତ୍; (ଛନ୍ଦ+ଅନୁବର୍ତ୍ତନ) — ପରର ଇଚ୍ଛା ଅନୁସାରେ ଚଳିବା — Acting according to another's will
- ସଂ. ବି. ( 6 ଷ୍ଠୀ ତତ୍; (ଛନ୍ଦ+ଅନୁବର୍ତ୍ତନ) — ପରର ଅନୁସରଣ; ପର ମନକୁ ଜଗି ଚଳିବା — Slavishly following or obeying the dictates of another person