ଛନ୍ଦା ଚରଣ Chhaṅdā charaṇa

  • ଦେ. ବିଣ. (ବହୁବ୍ରୀହି; ଯେ ଦୁଇ ଗୋଡ଼କୁ ଛନ୍ଦି ତ୍ରଭଙ୍ଗୀ—ଠାଣିରେ ଠିଆ ହୁଅନ୍ତି) — ଶ୍ରୀକୃଷ୍ଣଙ୍କ ବିଶେଷଣ — An epithet of Ṡrīkṛushṇa