ଛନ୍ଦସ୍ Chhandas
- ସଂ. ବି. (ଛନ୍ଦ୍ ଧାତୁ=ଦୀପ୍ତି ପାଇବା+ଭାବ. ଅସ୍) — ପଦ୍ୟବନ୍ଧ — Prosody; poetic composition; rhyme
- ସଂ. ବି. (ଛନ୍ଦ୍ ଧାତୁ=ଦୀପ୍ତି ପାଇବା+ଭାବ. ଅସ୍) — [ଦ୍ର—ଯେଉଁ ରଚନାରେ ବର୍ଣ୍ଣ ବା ମାତ୍ରାର ଗଣନା ଅନୁସାରେ ବିରାମ ଆଦିର ନିୟମ ଅଛି ତାକୁ ଛନ୍ଦଃ ବୋଲାଯାଏ। ଏହା 2 ପ୍ରକାର; ଯଥା—ବାର୍ଣ୍ଣିକ ଓ ମାତ୍ରିକ। ଯହିଁର ପ୍ରତିପାଦରେ ଅକ୍ଷର ସଂଖ୍ୟାର ଓ ଲଘୁଗୁରୁକ୍ରମର ନିୟମ ଥାଏ ତାକୁ ବାର୍ଣ୍ଣିକ ବା ବର୍ଣ୍ଣବୃତ୍ତ, ଓ ଯହିଁରେ ଅକ୍ଷରଗଣନାର ତଥା ଲଘୁଗୁରୁକ୍ରମର ବିଚାର ନ ହୋଇ କେବଳ ମାତ୍ରାର ସଂଖ୍ୟା ରକ୍ଷା କରାଯାଏ ତାକୁ ମାତ୍ରିକ ଛନ୍ଦଃ ବୋଲାଯାଏ। ପାଦର ବିଚାରରେ ବୃତ୍ତ ବା ଛନ୍ଦଃର 3 ଭେଦ, ଯଥା—ସମବୃତ୍ତ, ଅର୍ଦ୍ଧସମବୃତ୍ତ ଓ ବିଷମବୃତ୍ତ। ଯେଉଁ ରଚନାରେ 4 ପାଦ ସମାନ ତାକୁ ସମବୃତ୍ତ, ଯହିଁରେ 1 ମ ପାଦ 3 ୟ ପାଦ ସଙ୍ଗେ ଓ 2 ୟ ପାଦ. 4 ର୍ଥ ପାଦ ସଙ୍ଗେ ସମାନ ତାକୁ ଅର୍ଦ୍ଧସମବୃତ୍ତ ଓ ଯହିଁରେ ପାଦମାନ ଅସମାନ ତାକୁ ବିଷମବୃତ୍ତ ବୋଲାଯାଏ। ଅଧିକାଂଶ ସଂସ୍କୃତ ଛନ୍ଦଃ ବାର୍ଣ୍ଣିକ ଓ ଭାଷାର ଛନ୍ଦମାନ ମାତ୍ରିକ ଅଟେ। ହି. ଶବ୍ଦସାଗର] — [ଦ୍ର—ଯେଉଁ ରଚନାରେ ବର୍ଣ୍ଣ ବା ମାତ୍ରାର ଗଣନା ଅନୁସାରେ ବିରାମ ଆଦିର ନିୟମ ଅଛି ତାକୁ ଛନ୍ଦଃ ବୋଲାଯାଏ ଏହା2ପ୍ରକାର; ଯଥା—ବାର୍ଣ୍ଣିକ ଓ ମାତ୍ରିକ ଯହିଁର ପ୍ରତିପାଦରେ ଅକ୍ଷର ସଂଖ୍ୟାର ଓ ଲଘୁଗୁରୁକ୍ରମର ନିୟମ ଥାଏ ତାକୁ ବାର୍ଣ୍ଣିକ ବା ବର୍ଣ୍ଣବୃତ୍ତ, ଓ ଯହିଁରେ ଅକ୍ଷରଗଣନାର ତଥା ଲଘୁଗୁରୁକ୍ରମର ବିଚାର ନ ହୋଇ କେବଳ ମାତ୍ରାର ସଂଖ୍ୟା ରକ୍ଷା କରାଯାଏ ତାକୁ ମାତ୍ରିକ ଛନ୍ଦଃ ବୋଲାଯାଏ ପାଦର ବିଚାରରେ ବୃତ୍ତ ବା ଛନ୍ଦଃର3ଭେଦ, ଯଥା—ସମବୃତ୍ତ, ଅର୍ଦ୍ଧସମବୃତ୍ତ ଓ ବିଷମବୃତ୍ତ ଯେଉଁ ରଚନାରେ4ପାଦ ସମାନ ତାକୁ ସମବୃତ୍ତ, ଯହିଁରେ1ମ ପାଦ3ୟ ପାଦ ସଙ୍ଗେ ଓ2ୟ ପାଦ.4ର୍ଥ ପାଦ ସଙ୍ଗେ ସମାନ ତାକୁ ଅର୍ଦ୍ଧସମବୃତ୍ତ ଓ ଯହିଁରେ ପାଦମାନ ଅସମାନ ତାକୁ ବିଷମବୃତ୍ତ ବୋଲାଯାଏ ଅଧିକାଂଶ ସଂସ୍କୃତ ଛନ୍ଦଃ ବାର୍ଣ୍ଣିକ ଓ ଭାଷାର ଛନ୍ଦମାନ ମାତ୍ରିକ ଅଟେ ହି. ଶବ୍ଦସାଗର]
- ସଂ. ବି. (ଛନ୍ଦ୍ ଧାତୁ=ଦୀପ୍ତି ପାଇବା+ଭାବ. ଅସ୍) — ପଦ୍ଯ ବା ଗଦ୍ୟ ରଚନାର ରୀତି — Style of prose or poetry
- ସଂ. ବି. (ଛନ୍ଦ୍ ଧାତୁ=ଦୀପ୍ତି ପାଇବା+ଭାବ. ଅସ୍) — ପଦ୍ୟର ରାଗ ବା ରାଗିଣୀ— — Poetical air or measure; metre; cadence
- ସଂ. ବି. (ଛନ୍ଦ୍ ଧାତୁ=ଦୀପ୍ତି ପାଇବା+ଭାବ. ଅସ୍) — ଇଚ୍ଛା; ଅଭିଳାଷ — Wish; desire
- ସଂ. ବି. (ଛନ୍ଦ୍ ଧାତୁ=ଦୀପ୍ତି ପାଇବା+ଭାବ. ଅସ୍) — ସ୍ୱେଚ୍ଛାଚାର; ମନମୁଖୀ ବ୍ଯବହାର — Voluntary action; arbitrary conduct
- ସଂ. ବି. (ଛନ୍ଦ୍ ଧାତୁ=ଦୀପ୍ତି ପାଇବା+ଭାବ. ଅସ୍) — ବେଦର ମନ୍ତ୍ରର ରାଗ — Metre of vedic texts
- ସଂ. ବି. (ଛନ୍ଦ୍ ଧାତୁ=ଦୀପ୍ତି ପାଇବା+ଭାବ. ଅସ୍) — [ଦ୍ର—ଅକ୍ଷରର ସଂଖ୍ୟା ଅନୁସାରେ ରଚିତ ବେଦମନ୍ତ୍ରମାନଙ୍କର ଭିନ୍ନ ଭିନ୍ନ ଛନ୍ଦଃ ଅଛି। ଛନ୍ଦଃ ମୁଖ୍ୟତଃ 7 ଟି ଯଥା—ଗାୟତ୍ରୀ, ଉଷ୍ଣିକ୍; ଅନୁଷ୍ଟୁପ୍, ବୃହତୀ, ପଂକ୍ତି, ତ୍ରିଷ୍ଟୁପ୍ ଓ ଜଗତୀ। ଏ ପ୍ରତ୍ୟେକର ଆର୍ଷୀ, ଦୈବୀ, ଆସୁରୀ, ପ୍ରାଜାପତ୍ୟା, ଯାଜୁସୀ, ସାମ୍ନୀ, ଆର୍ଚ୍ଚୀ ଓ ବ୍ରହ୍ମୀ ଏହିପରି ଆଠଗୋଟି ଭେଦଅଛି ଓ ଏମାନଙ୍କ ସମ୍ମିଶ୍ରଣରେ ଅନେକ ସଙ୍କର ଛନ୍ଦଃମାନଙ୍କର କଳ୍ପନା କରାଯାଇଅଛି। ଏହା ଛଡ଼ା ଯଜୁର୍ବେଦର ମନ୍ତ୍ରମାନଙ୍କରେ ଅତିଜଗତୀ, ଶକ୍କାରୀ, ଅତିଶକ୍କାରୀ, ଅଷ୍ଟି, ଅତ୍ୟଷ୍ଟି, ଧୃତି, ଅତିଧୃତି, କୃତି, ପ୍ରକୃତି, ଆକୃତି, ଚିକୃତି, ସଂସ୍କୃତି, ଅଭିକୃତି ଓ ଉତ୍କୃତି ନାମରେ ଗୁଡିଏ ଛନ୍ଦଃ ବ୍ଯବହୃତି ହୋଇଅଛି। ବୈଦିକ ଛନ୍ଦଃମାନଙ୍କରେ ମାତ୍ରା ବା ଲଘୁଗୁରୁର ବିଚାର ନାହିଁ; କେବଳ ଅକ୍ଷରସଂଖ୍ୟା ଅନୁସାରେ ଛନ୍ଦଃମାନଙ୍କୁ ନିଶ୍ଚୟ କରାଯାଏ—ହି. ଶବ୍ଦସାଗର।] — [ଦ୍ର—ଅକ୍ଷରର ସଂଖ୍ୟା ଅନୁସାରେ ରଚିତ ବେଦମନ୍ତ୍ରମାନଙ୍କର ଭିନ୍ନ ଭିନ୍ନ ଛନ୍ଦଃ ଅଛି ଛନ୍ଦଃ ମୁଖ୍ୟତଃ7ଟି ଯଥା—ଗାୟତ୍ରୀ, ଉଷ୍ଣିକ୍; ଅନୁଷ୍ଟୁପ୍, ବୃହତୀ, ପଂକ୍ତି, ତ୍ରିଷ୍ଟୁପ୍ ଓ ଜଗତୀ ଏ ପ୍ରତ୍ୟେକର ଆର୍ଷୀ, ଦୈବୀ, ଆସୁରୀ, ପ୍ରାଜାପତ୍ୟା, ଯାଜୁସୀ, ସାମ୍ନୀ, ଆର୍ଚ୍ଚୀ ଓ ବ୍ରହ୍ମୀ ଏହିପରି ଆଠଗୋଟି ଭେଦଅଛି ଓ ଏମାନଙ୍କ ସମ୍ମିଶ୍ରଣରେ ଅନେକ ସଙ୍କର ଛନ୍ଦଃମାନଙ୍କର କଳ୍ପନା କରାଯାଇଅଛି ଏହା ଛଡ଼ା ଯଜୁର୍ବେଦର ମନ୍ତ୍ରମାନଙ୍କରେ ଅତିଜଗତୀ, ଶକ୍କାରୀ, ଅତିଶକ୍କାରୀ, ଅଷ୍ଟି, ଅତ୍ୟଷ୍ଟି, ଧୃତି, ଅତିଧୃତି, କୃତି, ପ୍ରକୃତି, ଆକୃତି, ଚିକୃତି, ସଂସ୍କୃତି, ଅଭିକୃତି ଓ ଉତ୍କୃତି ନାମରେ ଗୁଡିଏ ଛନ୍ଦଃ ବ୍ଯବହୃତି ହୋଇଅଛି ବୈଦିକ ଛନ୍ଦଃମାନଙ୍କରେ ମାତ୍ରା ବା ଲଘୁଗୁରୁର ବିଚାର ନାହିଁ; କେବଳ ଅକ୍ଷରସଂଖ୍ୟା ଅନୁସାରେ ଛନ୍ଦଃମାନଙ୍କୁ ନିଶ୍ଚୟ କରାଯାଏ—ହି. ଶବ୍ଦସାଗର]
- ସଂ. ବି. (ଛନ୍ଦ୍ ଧାତୁ=ଦୀପ୍ତି ପାଇବା+ଭାବ. ଅସ୍) — ବେଦ — The Bedas
- ସଂ. ବି. (ଛନ୍ଦ୍ ଧାତୁ=ଦୀପ୍ତି ପାଇବା+ଭାବ. ଅସ୍) — ଛନ୍ଦଃମାନଙ୍କର ଲକ୍ଷଣାଦି ବିବୃତ ହୋଇଥିବା ବେଦାଙ୍ଗ (ହି. ଶବ୍ଦସାଗର) — That part of the Bedas which treat of metres