ଛନ୍ଦଣି ଦଉଡ଼ି Chhandaṇi dauṟḍ̠i

  • ପ୍ରାଦେ. (ଗଞାମ) ବି — ସୂତାରେ ବଳା ଯାଇଥିବା ନୂଆ ଦଉଡ଼ି (ଏଥିରେ ଆର୍ଦ୍ଦା ଅମାବସ୍ୟା ଦିନ ଘରର ସ୍ତ୍ରୀଲୋକେ ପିଲାଙ୍କୁ ବାନ୍ଧି ତାଙ୍କ ପିଠିରେ ବଜ୍ରମୂଳୀ ଓ ଅପାମାର୍ଗ ଡାଳ ବାଡ଼େଇ କହନ୍ତି 'ବଜ୍ର ହୋ') — A new rope made of thread