ଛଦ୍ମବେଶୀ Chhdma-beṡī

  • ସଂ. ବିଣ. ପୁଂ. (ଛଦ୍ମବେଶ+ଅଛି ଯାହାର ଏହି ଅର୍ଥରେ ଇନ୍; 1 ମା. 1 ବ) — ଯେ ଅନ୍ୟକୁ ପ୍ରତାରଣା କରିବା ପାଇଁ କପଟବେଶ ଧାରଣ କରିଥାଏ; କାପଟିକ — Masked; incognito; appearing in disguise