ଛତ୍ରିକା Chhatrikā
- ସଂ. ବି. ସ୍ତ୍ରୀ. (ଛତ୍ର+କ+ସ୍ତ୍ରୀ. ଆ) — ଶିଳୀନ୍ଧ୍ର; ଛତୁ — Mushroom
- ସଂ. ବି. ସ୍ତ୍ରୀ. (ଛତ୍ର+କ+ସ୍ତ୍ରୀ. ଆ) — ଛୋଟ ଛତା — Small parasol
- ସଂ. ବି. ସ୍ତ୍ରୀ. (ଛତ୍ର+କ+ସ୍ତ୍ରୀ. ଆ) — ଛତା — 4. Parasol; umbrella
- ସଂ. ବି. ସ୍ତ୍ରୀ. (ଛତ୍ର+କ+ସ୍ତ୍ରୀ. ଆ) — ମିଶ୍ରି — Candided sugar. (M.W.)