ଛତ୍ରାକୀ Chhatrākī

  • ସଂ. ବି. ସ୍ତ୍ରୀ. (ଛତ୍ରାକ+ଈ) — ରାସ୍ନା — A parasitic plant growing on trees; Vanda Roxburghii; the Ichneumon plant (M.W.)
  • ସଂ. ବି. ସ୍ତ୍ରୀ. (ଛତ୍ରାକ+ଈ) — [ଦ୍ର—ଏହା ଏକପ୍ରକାର ନିର୍ମୂଳୀ ଗୁଳ୍ମ। ଆସାମ ଓ ଖାସୀଆ— ପାହାଡ଼ରେ ପ୍ରାୟ ଆମ୍ବଗଛରେ ଏହା ଜନ୍ମେ। ଏଥିର ଫୁଲ ବିଚିତ୍ର, ସୁଗନ୍ଧ ଓ ବହୁଦିନସ୍ଥାୟୀ। ଏହାର ଫଳ ଔଷଧରେ ଲାଗେ।]
  • ସଂ. ବି. ସ୍ତ୍ରୀ. (ଛତ୍ରାକ+ଈ) — ସର୍ପାକ୍ଷୀ (ଦେଖ) — Sarpākshī (See)