ଛତ୍ରଭଙ୍ଗ ଦେବା Chhatra-bhaṅga debā

  • ଦେ. କ୍ରି — (ସୈନ୍ୟମାନେ ଶତ୍ରୁଦ୍ୱାରା ପରାସ୍ତ ହୋଇ) ଯୁଦ୍ଧଭୂମି ଛାଡ଼ି ଏଣେତେଣେ ପଳାଇବା — To be put to rout; to flee from the battle-field (said of a defeated army)