ଛତ୍ରବତୀ Chhatra-batī

  • ସଂ. ବି. (ନାମ) — ମହାଭାରତ, ହରିବଂଶ ଓ ବିଷ୍ଣୁପୁରାଣାଦିରେ ବର୍ଣ୍ଣିତ ପାଞ୍ଚାଳର ଉତ୍ତରରେ ଅବସ୍ଥିତ ପ୍ରଚୀନ ରାଜ୍ୟ (ଏହାର ଅନ୍ଯ ନାମ ଅହିଚ୍ଛତ୍ର ବା ଅହିକ୍ଷେତ୍ର— (ହି. ଶବ୍ଦସାଗର) — Name of an ancient kingdom mentioned in the Hindu mythologies