ଛତ୍ରପତି Chhatrapati

  • ସଂ. ବି. ( 6 ଷ୍ଠୀ ତତ୍; ଛତ୍ର+ପତି) — ରାଜା; ସମ୍ରାଟ — An emperor; a sovereign
  • ସଂ. ବି. ( 6 ଷ୍ଠୀ ତତ୍; ଛତ୍ର+ପତି) — ପ୍ରବଳ ପ୍ରତାପ ଦାନବ ଶେଖର ବୃଶପର୍ବା ଛତ୍ରପତି। ନନ୍ଦକିଶୋର, ଶର୍ମିଷ୍ଠା।
  • ଦେ. ବି — ମର୍ହଟ୍ଟା ରାଜା ଶିବାଜିଙ୍କ ଉପାଧି — A title assumed by Sibaji the Marhatta king