ଛତ୍ରଚକ୍ର Chhatra chakra
- ସଂ. ବି. — ଶୁଭାଶୁଭ ଫଳ ଜାଣିବା ପାଇଁ ଫଳିତ ଜ୍ୟୋତିଷର ଚକ୍ରବିଶେଷ — A kind of astrological figure drawn to calculate a person's future
- ସଂ. ବି. — [ଦ୍ର—ଏଥିରେ 3 ପଂକ୍ତିରେ ନଅଟି ଲେଖାଏଁ ଘରାରେ 27 ନକ୍ଷତ୍ର ଲେଖା ଯାଇ ଶୁଭାଶୁଭ ଗଣନା କରାଯାଏ।] — [ଦ୍ର—ଏଥିରେ3ପଂକ୍ତିରେ ନଅଟି ଲେଖାଏଁ ଘରାରେ27ନକ୍ଷତ୍ର ଲେଖା ଯାଇ ଶୁଭାଶୁଭ ଗଣନା କରାଯାଏ]