ଛତ୍ର ମହାରାଜ Chhatra-mahāraja
- ସଂ. ବି. (ନାମ) — ଆକାଶରେ କଳ୍ପିତ ବୌଦ୍ଧମାନଙ୍କର ଚାରି ଦିକ୍ପାଳ — The four protectors of the quarters of the earth according to the Buddhists
- ସଂ. ବି. (ନାମ) — (ଯଥା— 1 . ପୂର୍ବଦିଗର ଅଧିପତି ବୀଣାଦସ୍ତ—ବୀଣାରାଜ; 2 . ପଶ୍ଚମଦିଗର ଅଧିପତି ଖଡ୍ଗହସ୍ତ—ଖଡ୍ଗରାଜ; 3 . ଉତ୍ତରଦିଗର ଅଧିପତି ଧ୍ୱଜହସ୍ତ—ଧ୍ୱଜରାଜ; 4 . ଦକ୍ଷିଣଦିଗର ଅଧିପତି ଚୈତ୍ୟହସ୍ତ ଚୈତ୍ୟରାଜ; ବୌଦ୍ଧମନ୍ଦିରମାନଙ୍କରେ ଏମାନଙ୍କର ମୂର୍ତ୍ତି ରଖାଯାଏ— ହି. ଶବ୍ଦସାଗର।) — (ଯଥା—1. ପୂର୍ବଦିଗର ଅଧିପତି ବୀଣାଦସ୍ତ—ବୀଣାରାଜ;2. ପଶ୍ଚମଦିଗର ଅଧିପତି ଖଡ୍ଗହସ୍ତ—ଖଡ୍ଗରାଜ;3. ଉତ୍ତରଦିଗର ଅଧିପତି ଧ୍ୱଜହସ୍ତ—ଧ୍ୱଜରାଜ;4. ଦକ୍ଷିଣଦିଗର ଅଧିପତି ଚୈତ୍ୟହସ୍ତ ଚୈତ୍ୟରାଜ; ବୌଦ୍ଧମନ୍ଦିରମାନଙ୍କରେ ଏମାନଙ୍କର ମୂର୍ତ୍ତି ରଖାଯାଏ— ହି. ଶବ୍ଦସାଗର)