ଛତୁ ମାତିବା Chhatu mātibā

  • ଦେ. ବି — ବର୍ଷା ଦିନେ ହୁଙ୍କାରୁ ବା ଭୂମିରୁ ବିଶେଷ ପରିମାଣରେ ଛତୁ ଜାତ ହେବା — Mushrooms springing up copiously from the ground or ant hills
  • ଦେ. ବି — ଛି ଲୋ ଛତୁ! ପାଣି ବରଷିଲେ କେତେ ତୁ ମାତୁ—ଢଗ।