ଛତୁ ପରି ଉଠିବା Chhatu pari uṭhibā

  • ଦେ. କ୍ରି — (ବର୍ଷା ଦିନେ ହୁଙ୍କାରୁ ବିଶେଷ ପରିମାଣରେ ଛତୁ ବାହାରିବା ପରି (କୌଣସି ପଦାର୍ଥ) ଅପର୍ଯ୍ୟାପ୍ତ ରୂପେ ଜାତ ହେବା — (a thing) To copiously spring up (like mushrooms in the rains.)