ଛତୁ ନିକିଲିବା Chhatu nikilibā

  • ଦେ. ବି — ଚୂର୍ଣ୍ଣବିଚୂର୍ଣ୍ଣିତ ହେବା; ବିନଷ୍ଟ ବା ବିଧ୍ୱସ୍ତ ହେବା; ଛତରଛାଉଳ ହେବା — To be annihilated; to be completely ruined; to be spoiled
  • ଦେ. ବି — (ଯଥା—କୋଠା ଉପରୁ ଖସି ପଡ଼ିଲେ ତୋର ଛତୁ ନିକିଲି ଯିବ।)