ଛତୁ ନିକାଲିବା Chhatu nikālibā

  • ଦେ. କ୍ରି — ଛତୁ କରିବା (ଦେଖ) — Chhatu karibā (See)
  • ଦେ. କ୍ରି — [ଦ୍ର—ଏହି ବାକ୍ୟ ଧମକାଣରେ ବ୍ଯବହୃତ ହୁଏ। ମୁଁ ତୋର ଛତୁ ନିକାଲିବି = ମୁଁ ତୋତେ ଏପରି ପ୍ରହାର ଦେବି ଯେ ତୁ ଛତୁ ପରି ଟିକି ଟିକି ହୋଇ ଯିବୁ।]