ଛତୁ କରିବା Chhatu karibā

  • ଦେ. କ୍ରି — ଚୂର୍ଣ୍ଣବିଚୂର୍ଣ୍ଣ କରିବା; ଧ୍ୱଂସ କରିବା — To reduce into powder; to annihilate
  • ଦେ. କ୍ରି — ବହୁଟିକିଟିକି ଖଣ୍ଡରେ ବିଭକ୍ତ କରିବା — To turn into hundreds of tiny bits