ଛତିଶଗଡ଼ି Chhatiṡa-gaṟḍ̠i
- ଦେ. ବି — ଛତିଶଗଡ଼ରେ କଥିତ ହିନ୍ଦିଭାଷାର ଏକ ଭାଖା ବା ପ୍ରାଦେଶିକ କଥିତ ରୂପ — A dialect of Hindi current in Chhatiṡagaṟḍ̠a area of the Central Province
- ଦେ. ବିଣ — ଛତିଶଗଡ଼ ସମ୍ବନ୍ଧୀୟ — Pertaining to Chhtiṡagaṟḍ̠a
- ଦେ. ବିଣ — ଛତିଶଗଡ଼ରେ ଉତ୍ପନ୍ନ — Produced in Chhatiṡagaṟḍ̠a
- ଦେ. ବିଣ — ଛତିଶଗଡ଼ରେ କଥିତ — Spoken in the Chhatiṡagaṟḍ̠a area