ଛତିବିତି Chhatibiti
- ଦେ. ବିଣ. (ପ୍ରାଚୀନ) — ଛିନ୍ନଭିନ୍ନ; ବିନଷ୍ଟ — Shattered; ruined
- ଦେ. ବିଣ. (ପ୍ରାଚୀନ) — ଏହି କ୍ଷଣି ଦେଖିବ ମୋର କରାମତି କ୍ଷଣକେ ଦକ୍ଷଯାଗ ହେବ ଛତିବିତି। କୃଷ୍ଣସିଂହ, ମହାଭାରତ, ଶାନ୍ତି।
- ଦେ. ବିଣ. (ପ୍ରାଚୀନ) — ଇତସ୍ତତଃ ବିକ୍ଷିପ୍ତ; ଚତୁର୍ଦ୍ଦିଗରେ ଖେଳାଇ ହୋଇଥିବା — Scattered all round; routed