ଛତି ଟେକିବା Chhati ṭekibā
- ଦେ. କ୍ରି — ରାଜା, ଦେବତା ବା ବଡ଼ଲୋକଙ୍କ ମୁଣ୍ଡ ଉପରେ ଛାଇ ହେବା ଭଳି ଛତି ଧରିବା — To hold up an umbrella over the head of a Raja, Deity or rich man
- ଦେ. କ୍ରି — (ଲକ୍ଷଣାର୍ଥ) ନିଜକୁ ଶ୍ରେଷ୍ଠ ବୋଲି ପରିଚିତ କରାଇବା — (figurative) To make oneself known as the best
- ଦେ. କ୍ରି — ଯେବେ ସେ ହେବ କୋଳେ କଳାବତୀମଣ୍ଡଳେ ନ ଟେକିବୁ କି ଶ୍ୱେତ ଛତିକି ରେ। କବିସୂର୍ଯ୍ୟ, ସଙ୍ଗୀତ।