ଛତା ଜୋତା Chhatā jotā

  • ଦେ. ବି. (ସହଚର ଶବ୍ଦ) — ମନୁଷ୍ୟ ଘରୁ ବାହାରକୁ ଯିବାବେଳେ ବ୍ଯବହାର କରିବା ଦୁଇଟି ପଦାର୍ଥ:— (ମୁଣ୍ଡ ଓ ଗୋଡ଼କୁ ରକ୍ଷା କରିବା ପାଇଁ) ଛତ୍ର ଓ ପାଦୁକା — Umbrella and shoes (necessary for a man going outside)
  • ଦେ. ବି. (ସହଚର ଶବ୍ଦ) — [ଦ୍ର—ଏ ଦୁଇଟି ପଦାର୍ଥ ଘରର ବାହାରେ ରଖି ଦେଇ ଘର ମଧ୍ୟକୁ ଯିବାର ବିଧି ଭଦ୍ରତାନୁମୋଦିତ।]