ଛତରଛାଉଳ Chhatara-chhāuḻa

  • ଦେ. ବି. (ସଂ. କ୍ଷିପ୍ତ; ସଂ. ଛିନ୍ନବିଚ୍ଛିନ୍ନ) — ସମୂଳେ ବିନାଶ — Annihilation; ruin
  • ଦେ. ବି. (ସଂ. କ୍ଷିପ୍ତ; ସଂ. ଛିନ୍ନବିଚ୍ଛିନ୍ନ) — ଛତ୍ରଭଙ୍ଗ — Being scattered on all sides
  • ଦେ. ବିଣ — ଇତସ୍ତତଃ ବିକ୍ଷିପ୍ତ; ଛିନ୍ନଭିନ୍ନ — Scattered on all sides
  • ଦେ. ବିଣ — ବିଧ୍ୱସ୍ତ; ଛାରଖାର — Ruined; laid waste
  • ଦେ. ବିଣ — ଚୂର୍ଣ୍ଣବିଚୂର୍ଣ୍ଣ — Reduced to powder; reduced to small pieces
  • ଦେ. ବିଣ — ଯାହା ବହୁ ଉଚ୍ଚରୁ ପଡ଼ି ଛିନ୍ନଭିନ୍ନ ହୋଇ ଖଣ୍ଡ ଖଣ୍ଡ ହୋଇ ବିଞ୍ଚି ହୋଇଯାଏ — Strewn in fragments or many picces, having fallen from a great height
  • ଦେ. ବିଣ — (ଯଥା—କଖାରୁଟା ଚାଳଉପରୁ ଖସି ପଡ଼ି ଅଗଣାରେ ଛତରଛାଉଳ ହୋଇଗଲା)