ଛତରଖାଈ Chhatara-khāī
- ଦେ. ବି. ସ୍ତ୍ରୀ. (ସଂ. ଛତ୍ର+ଖାଦକ) (ସ୍ତ୍ରୀଲୋକମାନଙ୍କୁ ଗାଳି) — ନୀଚ ଲୋକ ସଙ୍ଗମକାରିଣୀ ବେଶ୍ୟା; ଖାନିଗୀ — A low class prostitute; a whore
- ଦେ. ବି. ସ୍ତ୍ରୀ. (ସଂ. ଛତ୍ର+ଖାଦକ) (ସ୍ତ୍ରୀଲୋକମାନଙ୍କୁ ଗାଳି) — ନିଷ୍ଟଚରିତ୍ରା ସ୍ତ୍ରୀ — A fallen woman; a profligate woman
- ଦେ. ବି. ସ୍ତ୍ରୀ. (ସଂ. ଛତ୍ର+ଖାଦକ) (ସ୍ତ୍ରୀଲୋକମାନଙ୍କୁ ଗାଳି) — ମାଗିଖାଈ — A wandering beggar-woman