ଛତର ଦେବା Chhatara debā

  • ଦେ. କ୍ରି — ଦୁର୍ଭିକ୍ଷବେଳେ ଭାତ ରନ୍ଧାଇ ଗରିବଙ୍କୁ ଖାଇବାକୁ ଦେବା ନିମନ୍ତେ ଅନ୍ନସତ୍ର ସ୍ଥାପନ କରିବା — To open a public kitchen for distribution of boiled rice gratis to famine-stricken people